ଗିରଫ ଲାଞ୍ଚୁଆ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ

ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏତଲା ଭୁବନେଶ୍ଵର: ଇନଫୋସିଟି ଥାନାରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ଏତଲା। ଭିଜିଲାନ୍ସ ଟିମରେ ଥିବା ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା, ଆଉ ତଦନ୍ତରେ ସହଯୋଗ ନକରିବାକୁ ନେଇ ଥାନାରେ ମହିଳା ଆଇଆଇସି ଏତଲା ଦେଇଛନ୍ତି। ଆଇପିସି ୩୨୩, ୩୩୨, ୩୫୩, ୩୫୪ରେ ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନା ମୁତାବକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗତକାଲି ଭିଜିଲାନ୍ସ … Continue reading ଗିରଫ ଲାଞ୍ଚୁଆ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ